Skip to content

Odia haikus and “ana bana compositions”

July 4, 2011

Mohan, mdashf


ନିର୍ଗୁଣ ସେ ହା’
ରୋଷ, ଶୋଷ ନ ଥାଏ
ବିଦୃପ ମନା

ବାତାତ୍ମଜ ସେ
ଜୀତେଂଦ୍ରିୟ ଗରିମା
ସ୍ମରଣ କୃତ

ଯକୃତ ପୀଡା
ଭବିଷ୍ୟନିଧି କୁଣ୍ଠା
ମନସା ଛାପ (ବଚସା ଘୃଣାମୀ)

ଯେ’ ଜଗଦୀଶ
ହରେ ହରେ ରାମ ହା’
ପଣସ ମଂଜି

ଇତି ଶ୍ରୀମଦ୍
ବାନର କଳି ଘାଟ
ମାଟ୍ରିକ୍ ଫଳ

ଠାପୁଆ ଘୋଡା
ନାଚିବାକୁ ମନ ତା’
ବିରତ ହେଲି

ଯମ କୁବେର ଦିଗ ପାଳ ଯହାନ୍ତେ
କବି କୋବିଦ କହି ସକେ କହାନ୍ତେ
ତୁମ ଉପକାର ସୁଗ୍ରୀବ ହିଁ କିନ୍ହା
ରାମ ମିଲାୟୋ ରାଜ ପଦ ଦିନ୍ହା
 
ରାମଚନ୍ଦ୍ର ଏହା ଶୁଣି ବିରକ୍ତ ହେଲେ
 
कितनी बेरुखी है, कितनी मुश्किल है

जीवन की तन्हाई या वसुलों की बात नहीं कर रहा

मैं अपनि calculations से परेशान हूँ

ଭ୍ରୁ ଗୁ ମୁ ନି ଉ ବା ଚ:

କ ହ ଇ ଭ୍ରୁ ଗୁ ମୁ ନି ଶୁ ଣ

ବ ଜ଼ା ରେ ମି ଳ ଇ ଯେ ଲୁ ଣ

ଖା ଇ ବୁ ଯ ଦି ତୁ ତା’ ହା କୁ

ଅ କା ଳେ (ଅ ଚି ରେ) ଯି ବ ତୋ ର ପ୍ରା ଣ

ଅ ଜା ମି ଳ ଉ ବା ଚ:

ଶୁ ଣ ରେ ଚୁ ଟି ଆ ତୁ ରୁ ଷୀ

ମୁଁ ହଁ ଆ ଗ ରେ ଦେ ବି ଘ ସି

ମା ରି ବି ଦୁ ଇ ଚ ଟ କ ଣି

ପି ଇ ବୁ ହାଁ ଡି ରୁ ତୋ ରା ଣି

ସି ଖା ଉ ମୋ ତେ ତୁ ବି ଚା ର

ଏ ଥ କୁ ନା ହିଁ ଉ ପ ଚା ର

ଯା ହା ତୁ କ ହି ଲୁ ମୋ ହ କୁ

ଜ ଣା ତା’ ଥି ଲା ତ ଆ ମ୍ଭ ନ୍କୁ

ଇତ୍ ଇ ଶ୍ରୀ ମଦ୍ ଭା ଗ ବ ତେ ମ ହା ପୁ ରା ଣେ

ପା ର ମ ହଁ ସ୍ୟେ ସଂ ଗି ତା ୟେ

ପଂ ଚା ଶି ସ୍କଂ ଧେ

ଭ୍ରୁ ଗୁ ମୁ ନୀ — ଅ ଜା ମି ଳୋ କ ଥ୍ ଓ ପ କ ଥ ନେ

ଲୁ ଣ ବି ଚା ରେ …..ସଂ ପୁର୍ ଣ (ସମ୍ପୁର୍ଣ୍ଣ)

No comments yet

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out / Change )

Twitter picture

You are commenting using your Twitter account. Log Out / Change )

Facebook photo

You are commenting using your Facebook account. Log Out / Change )

Google+ photo

You are commenting using your Google+ account. Log Out / Change )

Connecting to %s

%d bloggers like this: